ନିଃଶ୍ରୀ
ଦେଖଣା
ନିଃଶ୍ରୀ
ଉଚ୍ଚାରଣ
[ସମ୍ପାଦନା](ନିଃଶ୍ରୀକ—ଅନ୍ୟରୂପ ପୁଂ) (ନିଃଶ୍ରୀକା—ଅନ୍ୟରୂପ ସ୍ତ୍ରୀ)
(ନିଃଶ୍ରୀତା—ବି)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ବହୁବ୍ରୀହି; ନିର୍+ଶ୍ରୀ)
[ସମ୍ପାଦନା]- ୧. ଶ୍ରୀହୀନ — ୧. Ugly.
- ୨. ଯାହାକୁ ଶ୍ରୀହୀନ କରାଯାଇ ଅଛି — ୨. Deprived of glory or justre (M.W.).
- ୩. ଅସୁଖୀ; ଦୁଃଖୀ —୩. Unhappy (Apte).
- ୪. ହତଭାଗ୍ୟ —୪. Unfortunate (M.W.).
- ୫. ଗୌରବହୀନ —୫. Inglorious (M.W.).