Jump to content

ନିଃଶ୍ରେୟସ

ଉଇକିଅଭିଧାନ‌ରୁ

ନିଃଶ୍ରେୟସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍=ନିଶ୍ଚିତ, ଭୃଶ+ଶ୍ରେୟସ୍=ମଙ୍ଗଳ; ଯାହା ଜୀବର ନିଶ୍ଚତ ମଙ୍ଗଳ)

[ସମ୍ପାଦନା]
୧. ଜୀବର ପରମ ସୁଖ) —୧. Final beatitude; summum bonum.
୨. ମୁକ୍ତି; ମୋକ୍ଷ —୨. Salvation; liberation, emancipation.
୩. କୁଶଳ; ମଙ୍ଗଳ; ଶୂଭ; ସୁଖ — ୩. Happiness; felicity.
୪. ଜ୍ଞାନ; ବିଦ୍ୟା —୪. Knowledge; learning.
୫. ଭକ୍ତି —୫. Devotion; reverence.
୬. ବିଶ୍ୱାସ; ପ୍ରତ୍ୟୟ —୬. Belief; faith.
୭. ଶିବ; ମହାଦେବ —୭. God Ṡiba.
୮. ଜନ୍ମାନ୍ତରରୁ ମୁକ୍ତି —୮. Emancipation of the soul from another birth after this life; freedom from rebirth.
(ନିଃଶ୍ରେୟସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଶ୍ରେୟସ୍; ଯାହାଠାରୁ ସୁନ୍ଦରତର ବା ଉତ୍କୃଷ୍ଟ ଅନ୍ୟ କିଛି ନାହିଁ)

[ସମ୍ପାଦନା]

ସର୍ବୋତ୍କୃଷ୍ଟ; ସର୍ବୋତ୍ତମ —Best; most excelient (Apte)