Jump to content

ନିଃଶ୍ରୟଣୀ

ଉଇକିଅଭିଧାନ‌ରୁ

ନିଃଶ୍ରୟଣୀ

ଉଚ୍ଚାରଣ

[ସମ୍ପାଦନା]

ନିଃଶ୍ରୟିଣୀ, ନିଃଶ୍ରେୟଣୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ନିର୍=ନୁଶ୍ନୟ+ଶ୍ରି ଧାତୁ=ଗମନ କରିବା+ କରଣେ ଅନ+ସ୍ତ୍ରୀ ଈ)

[ସମ୍ପାଦନା]
୧. ଅଧିରୋହିଣୀ; ସିଢ଼ୀ; ନିଶୁଣୀ —୧. Fight of steps; stair; ladder.
୨. ଖଜୁରି ଗଛ —୨. Data palm tree.
୩. ଏକପ୍ରକାର ଘାସ — ୩. A kind of grass (M.W.)