Jump to content

ନିଃଶ୍ୱାସ

ଉଇକିଅଭିଧାନ‌ରୁ

ନିଃଶ୍ୱାସ

ଉଚ୍ଚାରଣ

[ସମ୍ପାଦନା]

(ନିଶ୍ୱାଯ—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ -

୧. (ନିର୍=ବାହାରକୁ+ଶ୍ୱାସ)—ପ୍ରାଣବାୟୁ; ନାସାଗତ କାୟୁ; ନାକଦ୍ୱାରା ବାହାରକୁ ଛଡ଼ାଯିବା ବାୟୁ — ୧. Respiration; breathing of life; exhalation; air expelled by the nostrils.
୨. (ନିର୍=ଭିତରକୁ+ଶ୍ୱାସ)—ନାକଦ୍ୱାରା ଦେହ ମଧ୍ୟକୁ ନିଆଯିବା ବାୟୁ —୨. Inhalation; air inhaled through the nostrils.

[ଦ୍ରଷ୍ଟବ୍ୟ —ନାକ ବାଟେ ଗୃହୀତ ଶ୍ୱାସ ଓ ନାକବାଟେ ତ୍ୟକ୍ତ ଶ୍ୱାସ ଉଭୟକୁ ନିଃଶ୍ୱାସ ବୋଲାଯାଏ. କିନ୍ତୁ ପ୍ରଶ୍ୱାସର ଅର୍ଥ କେବଳ ବାହାରକୁ ଛାଡ଼ିବା ଶ୍ୱାସ]

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୀର୍ଘନିଃଶ୍ୱାସ —Sigh.