Jump to content

ନିଃଶ୍ୱାସ ପ୍ରଶ୍ୱାସ

ଉଇକିଅଭିଧାନ‌ରୁ

ନିଃଶ୍ୱାସ ପ୍ରଶ୍ୱାସ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Niḥṡwāsa praṡwāsa
  • ଆଇ.ପି.ଏ. — nˈɔ hɾˌɔʃʃoˈikaɾ bˈiʃɔɾɡˌo tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ pˈɔ hˈʌlˈʌntɔ ɾˈɔ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ନିଶ୍ୱାସ+ପ୍ରଶ୍ୱାସ)

[ସମ୍ପାଦନା]

ପ୍ରାଣବାୟୁ ଗ୍ରହଣ ଓ ତ୍ୟାଗ; ପୂରକ ଓ ରେଚକ — Respiration; exhaling and inhaling.