Jump to content

ନିଃସଖ

ଉଇକିଅଭିଧାନ‌ରୁ

ନିଃସଖ

ଉଚ୍ଚାରଣ

[ସମ୍ପାଦନା]
(ନିଃସଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ସଖା=ବନ୍ଧୁ)

[ସମ୍ପାଦନା]
୧. ସଖାହୀନ; ବନ୍ଧୁହୀନ —୧. Friendless.
୨. ନିରାଶ୍ରୟ —୨. Helpless.