Jump to content

ନିଃସଞ୍ଚାର

ଉଇକିଅଭିଧାନ‌ରୁ

ନିଃସଞ୍ଚାର

ଉଚ୍ଚାରଣ

[ସମ୍ପାଦନା]
(ନିଃସଂଚାରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନିର୍+ସଂଞ୍ଚାର)

[ସମ୍ପାଦନା]
୧. ଗତି ହୀନ — ୧. Not moving about.
୨. ଯେ ଗୃହ ଛାଡ଼ି ଅନ୍ୟତ୍ର ଯାଏ ନାହିଁ — ୨. Not leaving one's home.
୩. ଭ୍ରମଣରହିତ; ପାଦଚତିହୀନ — ୩. Not taking a walk (M.W.)