Jump to content

ନିଃସନ୍ଧି

ଉଇକିଅଭିଧାନ‌ରୁ

ନିଃସନ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ସନ୍ଧି)

[ସମ୍ପାଦନା]
୧. ଯାହାର ସନ୍ଧି ବା ଗଣ୍ଠି ନ ଥାଏ; ଯାହାର ଯୋଡ଼ି ନାହିଁ —୧. Jointless; seamless.
୨. ଅଭେଦ୍ୟ; ଅବିଚ୍ଛେଦ୍ୟ —୨. Inseparable; impervious.
୩. ଦୃଢ଼ —୩. Firm; closely knit; compact.
୪. ଘନ —୪. Dense.