Jump to content

ନିଃସପତ୍ନ

ଉଇକିଅଭିଧାନ‌ରୁ

ନିଃସପତ୍ନ

ଉଚ୍ଚାରଣ

[ସମ୍ପାଦନା]
(ନିଃସପତ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍+ସପତ୍ନ)

[ସମ୍ପାଦନା]
୧. ଶତ୍ରୁରହିତ —୧. Without enemy having no enemies.
୨. ଯେଉଁ ବ୍ୟକ୍ତିର କୌଣସି ବସ୍ତୁରେ ଅନ୍ୟ ବ୍ୟକ୍ତି ସହିତ ଇଜମାଲି ସ୍ୱାମିତ୍ୱ ନ ଥାଏ —୨. Not having the possession of anything with another. (M.W.)
୩. ଯେଉଁ ବସ୍ତୁରେ ଏକ ଛଡ଼ା ଅଧିକ ସ୍ୱାମୀ ବବା ଦବୀଦାର୍ ନ ଥାଏ —୩. Not claimed by another; belonging exclusively to one possessor.
୪. ପ୍ରତିଦ୍ୱନ୍ଦିରହିତ —୪. Unrivalled; having no rival.
୫. ସମକକ୍ଷ ରହିତ —୫. Unparallelled.