ନିଃସମ୍ପର୍କ
ଦେଖଣା
ନିଃସମ୍ପର୍କ
ଉଚ୍ଚାରଣ
[ସମ୍ପାଦନା](ନିଃସମ୍ପର୍କା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର+ସମ୍ପର୍କ)
[ସମ୍ପାଦନା]- ୧. ଯାହାର କିଛିମାତ୍ର ସମ୍ପର୍କ ବା ସମ୍ୱନ୍ଧ ନାହିଁ — ୧. Unconnected; not related.
- ୨. ବନ୍ଧୁବାନ୍ଧବହୀନ —୨. Destitute of relatives or connections.
- ୩. ଯାହା ସଙ୍ଗେ କଥକର କୌଣସି ରିସ୍ତା ନାହିଁ — ୩. Not related to the speaker.
- ୪. ଯେ ଆପଣାର ନୁହେଁ; ପର —୪. Outsider.