Jump to content

ନିଃସମ୍ପାତ

ଉଇକିଅଭିଧାନ‌ରୁ

ନିଃସମ୍ପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିଚ୍+ସମ୍ପାତ=ଗମନାଗମନ)

[ସମ୍ପାଦନା]
୧. ଅବରୁଦ୍ଧ —୧. Blocked up.
୨. ଗମନାଗମନ ଶୂନ୍ୟ; ଅଗନାଗ୍ନି — ୨. Affording no passage.

ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି; ଯେଉଁ ସମୟରେ ଗମନାଗମନ ହୁଏ ନାହିଁ)—ନିଶୀଥ; ଅଧିରାତି; ନିଶାରାତି; ଅର୍ଦ୍ଧରାତ୍ରି — ୧. Midnight; dead of night.
୨. ଘୋର ଅନ୍ଧକାର — ୨. Thick darkness (M.W.)