ନିଃସରଣ
ଦେଖଣା
ନିଃସରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ)
[ସମ୍ପାଦନା]- ୧. ବହିର୍ଗମନ —୧. Going forth; escaping.
- ୨. ବହିର୍ଗମନପଥ —୨. Outlet; gate; exit.
- ୩. ନିର୍ଗମନ; ନିର୍ଗତ ହେବା — ୩. Coming out; exit; issuing out.
- ୪. ନିଗିଡ଼ିବା —୪. The state of being pressed out trickling; oozing.
- ୫. ଗୃହର ଦ୍ୱାର; ଦୁଆରମୁଁହ; ଯେଉଁ ବାଟେ ଘରୁ ପଦାକୁ ବାହାରନ୍ତି —୫. Exit of a house; entrance; door.
- ୬. ନିର୍ବାଣ —୬. Extinction; annihilation.
- ୭. ମୋକ୍ଷ; ମୁକ୍ତି —୭. Final liberation; salvation; beatitude.
- ୮. ମୃତ୍ୟୁ; ମରଣ —୮. Death; demise; expiring; decease; dying,
- ୯. ପ୍ରତୀକାର —୯. Remedy.
- ୧. ଉପାୟ —୧୦. Means; expedient.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦମାନଙ୍କ ପରେ ସାମାସରେ ମଧ୍ୟ ବ୍ୟବହୃତ ହୁଏ ଯଥା—ବାୟୂନିଃସରଣ; ପ୍ରାଣବାୟୁନିଃସରଣ ଇତ୍ୟାଦି]