Jump to content

ନିଃସରିବା

ଉଇକିଅଭିଧାନ‌ରୁ

ନିଃସରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ନିଃସରଣ)

[ସମ୍ପାଦନା]
୧. (ଜଳାଦି) ଝରିବା; ବୋହିବା —୧. To flow.

ଡବ ଡବ ବାରି ନିଃସରିବା ଚାରି ପହରେ ନୟନ ଯୁଗୁଁ— କବିସୂର୍ଯ୍ୟ, କିଶୋରୀଚମ୍ପୂ. ଡ ଗୀତ

୨. (ଲକ୍ଷଣାର୍ଥ) ନିର୍ଗତ ହେବା; ବାହାରିବା — ୨. (figurative) To come out.

ଶ୍ରୀମୂଖ ପଙ୍କଜୂଁ ନିଃସରିଲା ବାଣୀ—ରାଧାନାଥ. ନନ୍ଦିକେଶ୍ୱରୀ