ନିଃସହ
ଦେଖଣା
ନିଃସହ
ଉଚ୍ଚାରଣ
[ସମ୍ପାଦନା][ନିଃହତା(ତ୍ୱ)—ବି]
ସଂସ୍କୃତ - ବିଶେଷଣ - (ନିର୍+ସହ ଧାତୁ+କର୍ମ. ଅ)
[ସମ୍ପାଦନା]- ୧. ଅସହ୍ୟ; ଦୁଃସହ —୧. Unbearable.
- ୨. ଅସହନୀୟ —୨. Intolerable.
- ୩. (+କର୍ତ୍ତୃ. ଅ) ଅଧୀର —୩. Impatient.
- ୪. ଯେ ସହି ନ ପାରେ — ୪. Unable to bear or suffer.
- ୫. ଅଦମ୍ୟ —୫. Irresistible.
- ୬. ଶକ୍ତିହୀନ; ଦୁର୍ବଳ — ୬. Powerless; weak (M.W.).
- ୭. (+କର୍ତ୍ତୃ. ଅ) ଯାହା ଭାର ସହି ନ ପାରେ — ୭. Not able to support (M.W.).
- ୮. ଯାହା ବାଧା ଦେଇ ନ ପାରେ — ୮. Not able to resist (M.W.).