Jump to content

ନିଃସହାୟ

ଉଇକିଅଭିଧାନ‌ରୁ

ନିଃସହାୟ

ଉଚ୍ଚାରଣ

[ସମ୍ପାଦନା]
(ନିଃସହାୟା—ସ୍ତ୍ରୀ) 

[ନିଃସହାୟତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ସହାୟ)

[ସମ୍ପାଦନା]
୧. ଅସହାୟ; ସହାୟହୀନ —୧. Helpless.
୨. ନିରବଲମ୍ୱନ — ୨. Having no support.