ନିଃସାରକ
(ନିଃସାରିକା—ସ୍ତ୍ରୀ)
ଯାହା କୌଣସି ପଦାର୍ଥକୁ ନିଃସରଣ କରାଏ ବା ଯାହା ବାହାର କରିଦିଏ; ଯାହା ନିଗାଡ଼ି ଦିଏ —
Emptying; driving (any thing) out; caushing to escape.
ଏକପ୍ରକାର ଅତିସାର —A kind of diarroeba (M.W.)