ନିଃସାରଣ
ଦେଖଣା
ନିଃସାରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିଃ+ସୃ ଧାତୁ ଣିଚ+ଭାବ. ଅନ)
[ସମ୍ପାଦନା]- ୧. ନିର୍ବାସନ —୧. Exiling.
- ୨. ବହିଷ୍କରଣ —୨. Expelling; driving out.
- ୩. କାର୍ଯ୍ୟରୁ ବରଖାସ୍ତ କରିବା —୩. Dismissal.
- ୪. ଗୃହର ପ୍ରବେଶ ଦ୍ୱାର —୪. Entrance; door.
- ୫. ନିର୍ଗମନ ପଥ —୫. Exit; outlet.
- ୬. ନିଷ୍କାସନ; ନିଗାଡ଼ିବା — ୬. Emptying; pressing out.