ନିଃସାହୀ
ନିରାଶ୍ରୟ; ସହାୟଶୂନ୍ୟ — Helpless.
ପୁଣି ବୋଲନ୍ତି ଲକ୍ଷଣ, ଧର୍ମ କରନ୍ତି ପ୍ରମାଣ ନିଃସାହୀ ନିର୍ବଳଲୋକମାନେ—ବିଶ୍ୱନାଥ, ବିଚିତ୍ରରାମାୟଣ