Jump to content

ନିଃସୁବର୍ଣ୍ଣକ

ଉଇକିଅଭିଧାନ‌ରୁ

ନିଃସୁବର୍ଣ୍ଣକ

ଉଚ୍ଚାରଣ

[ସମ୍ପାଦନା]
(ନିଃସୁବର୍ଣ୍ଣକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନିର୍+ସୁବର୍ଣ୍ଣ; କ ଆଗମ)

[ସମ୍ପାଦନା]
୧. ଯାହାଠାରୁ ସ୍ୱର୍ଣ୍ଣକାଢ଼ି ନିଆ ଯାଇ ଅଛି — ୧. Deprived of gold. (M.W.)
୨. ଯହିଁରେ ବା ଯାହାଠାରେ ସୁନା ନାହିଁ; ସ୍ୱର୍ଣ୍ଣହୀନ — ୨. Goldless.