Jump to content

ନିଃସ୍ନେହ

ଉଇକିଅଭିଧାନ‌ରୁ

ନିଃସ୍ନେହ

ଉଚ୍ଚାରଣ

[ସମ୍ପାଦନା]
(ନିଃସ୍ନେହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ସ୍ନେହ)

[ସମ୍ପାଦନା]
୧. ସ୍ନେହଶୂନ୍ୟ — ୧. Love-less; devoid of affection.
୨. ମମତାଶୂନ୍ୟ — ୨. Unfeeling; indifferent.
୩. ତୈଳରହିତ; ଯାହା ତେଲିଆ ବା ଚିକଣା ନୁହେଁ — ୩. Not unctuous or greasy.
୪. ଶୁଖିଲା; ଯାହା ଓଦା ନୁହେ —୪. Not wet; dry.