Jump to content

ନିଃସ୍ପନ୍ଦ

ଉଇକିଅଭିଧାନ‌ରୁ

ନିଃସ୍ପନ୍ଦ

ଉଚ୍ଚାରଣ

[ସମ୍ପାଦନା]

(ନିଃସ୍ଫୂର—ଅନ୍ୟରୂପ)

(ନିସ୍ପନ୍ଦତ୍ୱ—ବି)

ସଂସ୍କୃତ - ବିଶେଷଣ - (ନିର୍+ସ୍ପନ୍ଦ)

[ସମ୍ପାଦନା]
୧. ସ୍ପନ୍ଦ ବା କମ୍ପନରହିତ — ୧. Still; without vibrations; no throbbing.
୨. ଅଚଳ —୨. Motionless; firm.