Jump to content

ନିଃସ୍ପୃହ

ଉଇକିଅଭିଧାନ‌ରୁ

ନିଃସ୍ପୃହ

ଉଚ୍ଚାରଣ

[ସମ୍ପାଦନା]
(ନିଃସ୍ପୃହା—ସ୍ତ୍ରୀ) 

(ନିଃସ୍ପୃହତା—ବି)

  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ସ୍ପୃହା)

[ସମ୍ପାଦନା]
୧. ସ୍ପୃହାରହିତ — ୧. Without aviddity or anxiety or eagerness.
୨. ଅନିଚ୍ଛୁକ; ବାଞ୍ଛାଶୂନ୍ୟ —୨. Free from desire.
୪. ଲାଳସାହୀନ —୪. Not longing for. (M.W.)