Jump to content

ନିଃସ୍ରବଣ

ଉଇକିଅଭିଧାନ‌ରୁ

ନିଃସ୍ରବଣ

ଉଚ୍ଚାରଣ

[ସମ୍ପାଦନା]

(ନିଃସାବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନିଃ+ସ୍ରୁ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ବ୍ୟୟ; ଖରଚ — ୧. Expense; expenditure.
୨. କ୍ଷରଣ; ଦ୍ରବ ବସ୍ତୁର ପତନ; ବୋହିପଡ଼ିବା — ୨. Distillation; dropping; falling by drops; pouring forth of liquid; a discharge of liquid matter.
୩. ଦ୍ରବବସ୍ତୁ —୩. Liquid; lava.
୪. ପରିସ୍ରା; ପ୍ରସାବ — ୪. Discharge of urine.
୫. ପେଜ; ଭାତମଣ୍ଡ —୫. Rice gruel; water pressed from boiled rice; starchy liquid extracted from boiled rice
୬. ଯାହା ବଳିପଡ଼େ —୬. Remainder; surplus.