ନିଃସ୍ୟନ୍ଦ
ଦେଖଣା
ନିଃସ୍ୟନ୍ଦ
ଉଚ୍ଚାରଣ
[ସମ୍ପାଦନା](ନିସ୍ସ୍ୟନ୍ଦ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ନିର୍+ସ୍ୟନ୍ଦ୍ ଧାତୁ= କ୍ଷରିତ ହେବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ନିର୍ଗତ —୧. Issuing forth.
- ୨. କ୍ଷରିତ; ଟୋପା ଟୋପା ହୋଇ ବୋହୁଥିବା —୨. Dropping; distilled.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନିଃସ୍ୟନ୍ଦନ (ଦେଖ) - Niḥsyandana (See)