Jump to content

ନିଃସ୍ୱ

ଉଇକିଅଭିଧାନ‌ରୁ

ନିଃସ୍ୱ

ଉଚ୍ଚାରଣ

[ସମ୍ପାଦନା]
(ନିଃସ୍ୱା—ସ୍ତ୍ରୀ) 

ନିଃସ୍ୱତା, ନିଃସ୍ୱତ୍ୱାବି

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନାହିଁ+ସ୍ୱ=ଧନ)

[ସମ୍ପାଦନା]
୧. ଦରିଦ୍ର; ଗରିବ —୧. Poor; indigent.
୨. ଦୁଃଖୀ; ନିର୍ଦ୍ଧନ —୨. Penniless.
୩. ଅନାଥ —୩. Helpless.
୪. ଜ୍ଞାତିରହିତା — ୪. Having no relatives or connections.