Jump to content

ନିଃସ୍ୱତ୍ୱ

ଉଇକିଅଭିଧାନ‌ରୁ

ନିଃସ୍ୱତ୍ୱ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Niḥswatwa
  • ଆଇ.ପି.ଏ. — nˈɔ hɾˌɔʃʃoˈikaɾ bˈiʃɔɾɡˌo dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo tˈɔ hˈʌlˈʌntɔ lˈetəbˈiːʃˈatoˈekˈo

ସଂସ୍କୃତ - ବିଶେଷ୍ୟ - (ନିଃସ୍ୱ+ଭାବ. ତ୍ୱ)

[ସମ୍ପାଦନା]

ଦାରିଦ୍ର — Poverty; indigence.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ସମ୍ପତ୍ତିରେ ଅଧିକାର ବା ସ୍ୱାମିତ୍ୱ ରହିତ —୧ Having no title or interest in any property.


୨. ବେ—ଇଲାକାଦାର୍; ସମ୍ପର୍କରହିତ — ୨. Unconnected; devoid of all connections.