Jump to content

ନିଃସ୍ୱଭାବ

ଉଇକିଅଭିଧାନ‌ରୁ

ନିଃସ୍ୱଭାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ସ୍ୱଭାବ)

[ସମ୍ପାଦନା]
୧. ଚରିତ୍ରହୀନ —୧. Immoral; unprincipled.
୨. ବିଶେଷତ୍ୱହୀନ —୨. Void of peculiarities.

ବିଶେଷ୍ୟ - (୬ଷ୍ଠୀ ତତ୍; ନିଃସ୍ୱ+ଭାବ)

[ସମ୍ପାଦନା]

ଦାରିଦ୍ର୍ୟ; ନିର୍ଦ୍ଧନତା — Poverty; adversity.