ନିଅଁ
ଦେଖଣା
ନିଅଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନେମି= ପୃଥିବୀ; ଭୂମି; ପ୍ରା. ନେଇଁ)
[ସମ୍ପାଦନା]- ୧. ମୂଳଦୁଆ; ମାଟି ତଳେ ଥିବା ଘରର ମୂଳଦୁଆ — ୧. Foundation of a house or building.
- ୨. ମୂଳଦୂଆର ଗଭୀରତା — ୨. Depth of a foundation.
- ୩. କାନ୍ଥର ଯେଉଁ ଅଂଶ ଜମି ତଳୁ ଗଢ଼ା ହୋଇ ଥାଏ; ମୂଳଭିତ୍ତି —୩. Foundation of a wall.