ନିଅଁ ଖୋଳିବା
ଦେଖଣା
ନିଅଁ ଖୋଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଅଁ ଖୋଳିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଘରର କାନ୍ଥ ଉଠାଇବା ପାଇଁ ଭୂଇଁ ତଳେ ମୂଳଦୁଆ ଖୋଳିବା —୧. To dig a foundation for raising a pucca wall.
- ୨. (ଲକ୍ଷଣାର୍ଥକ) କୌଣସି କାର୍ଯ୍ୟ ଆରମ୍ଭ କରିବା — ୨. (figurative) To begin doing a certain thing.