ନିଅପରାଧ
(ନି ଅପ୍ରାଧ—ଅନ୍ୟରୂପ)
ନିରପରାଧ (ଦେଖ) - Niraparādha (See)
ନି ଅପରାଧେ ଦୋହ ଚିନ୍ତି, ଏ ମୋର ବିତ୍ତେ ଗୁରୁ ଭ୍ରାନ୍ତି ଜଗନ୍ନାଥ. ଭାଗବତ
ଅପରାଧର ଅଭାବ —Absence of any offence.