ନିଆଁପାଣି ଅଟକ
ଦେଖଣା
ନିଆଁପାଣି ଅଟକ
ଉଚ୍ଚାରଣ
[ସମ୍ପାଦନା](ନିଆଁପାଣି ବନ୍ଦ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନିଆଁପାଣି ଅଟକ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜାତିରୁ ବା ସମାଜରୁ ଏକଘରିକିଆ ହେବା ବ୍ୟକ୍ତିକୁ ପ୍ରତିବେଶୀମାନଙ୍କ ବ୍ୟବହୃତ କୂଅ ବା ପୋଖରୀରୁ ପାଣି ନେବା ଓ ତାକୁ ରାନ୍ଧିବା ପାଇଁ ନିଆଁ ଦେବା ବନ୍ଦ କରାଯିବା —Stoppage of the use of water of the village well or tank and of the giving of fire for domestic use to an excommunicated person.