Jump to content

ନିଆଁରଡ଼

ଉଇକିଅଭିଧାନ‌ରୁ

ନିଆଁରଡ଼

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ଗାଳି ବା ବିରକ୍ତିରେ ବ୍ୟବହୃତ)

[ସମ୍ପାଦନା]
୧. ଜ୍ୱଳନ୍ତ ଅଗ୍ନିଖଣ୍ଡ ପରି ଉତ୍ତେଜିତ ବ୍ୟକ୍ତି — ୧. Any irrascible person.


୨. ଜ୍ୱଳନ୍ତ ଅଗ୍ନି ଖଣ୍ଡପରି ଅଖାଦ୍ୟ ବସ୍ତୁ — ୨. Anything incapable of being eaten.

[ଦ୍ରଷ୍ଟବ୍ୟ —ଗାଳି ଯଥା—ସେ ନିଆଁ ରଡ଼କୁ ମୁଁ କଥା କହେ ନାହିଁ ବିରକ୍ତି ଯଥା—ମୁଁ ନିଆଁରଡ଼ ଖାଇବି]