ନିଆଁରେ ମୁତିବା
ଦେଖଣା
ନିଆଁରେ ମୁତିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଆଁରେ ମୁତିବା
|
ଦେଶଜ - କ୍ରିୟାପଦ - (ଜାଣି ଶୁଣି ନିଜେ କୌଣସି ଦୋଷ କରି ନ ଥିଲେ ଅଭିମାନପୂର୍ଣ୍ଣ କଥାରେ ବ୍ୟବହୃତ)
[ସମ୍ପାଦନା]କୌଣସି ବିଷୟରେ ଅନ୍ୟ ବ୍ୟକ୍ତି ସହିତ ସମାନ ଅଧିକାର ବା ଅନୁଗ୍ରହ ନ ପାଇବା ଭଳି କିଛି କାର୍ଯ୍ୟ କରିବା —To seem to have done something for which a person does not get the treatment which is meted out to others.
(ଯଥା—ତୁମେ ସମସ୍ତେ କିଛି କିଛି ପାଇଲ, ଆମେ ପରା ନିଆଁରେ ମୁତିଥିଲୁ ଆମକୁ କାହିଁକି ମିଳନ୍ତା ?)
[ଦ୍ରଷ୍ଟବ୍ୟ —ସାଧାରଣତଃ ନିଆଁ ଉପରେ ପ୍ରସ୍ରାବ କଲେ ଲୋକର ପ୍ରସ୍ରାବ ଇନ୍ଦ୍ରିୟରେ ବ୍ରଣ ହୁଏ ଓ ଲିଙ୍ଗ ଫୁଲିଯାଏ]