ନିଆଁ ଉଠିବା
ଦେଖଣା
ନିଆଁ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଗ୍ନିର ଶିଖା ଉଚ୍ଚକୁ ଉଠିବା; ଶିଖା ଉପରକୁ ଉଠିବା —୧. Blazing of fire.
- ୨. କ୍ରୋଧାଗ୍ନି ପ୍ରଜ୍ଜଳିତ ହେବା — ୨. Becoming fiery with anger.
- ୩. କ୍ଷୁଦାଗ୍ନି ପ୍ରଜ୍ଜଳିତ ହେବା — ୩. Feeling of extreme hunger.
- ୪. ଅଭିଶାପାଗ୍ନି ଉଠିବା; ମୁଖରୁ ଅଭିଶାପ ଉଚ୍ଚାରିତ ହେବା — ୪. Imprecation uttered by the mouth.