ନିଆଁ କାଠି
ଦେଖଣା
ନିଆଁ କାଠି
ଉଚ୍ଚାରଣ
[ସମ୍ପାଦନା](ନିଆ ଖାଡି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦିଆସିଲି କାଠି — Match-stick.
=== ପ୍ରାଦେଶିକ - (ଗଞ୍ଜାମ ଓ ଡ଼ଜାତ)
ଯେଉଁ କାଠିର ମୁନକୁ ଆଉ ଖଣ୍ଡିଏ କାଠରେ ଥିବା ଗାତରେ ମନ୍ଥିଲା ପରି ଘଷିଲେ ନିଆଁ ବାହାରେ; ଅରଣି —A pointed stick which, when turned over another bit of flat wood, produces fire by friction; firestick.