Jump to content

ନିଆଁ ଖାଇ ଅଙ୍ଗାର ହଗିବା

ଉଇକିଅଭିଧାନ‌ରୁ

ନିଆଁ ଖାଇ ଅଙ୍ଗାର ହଗିବା

ଉଚ୍ଚାରଣ

[ସମ୍ପାଦନା]

(ନିଆଁ ଗିଳି ଅଙ୍ଗାର ହଗିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ନ୍ୟାୟ)

[ସମ୍ପାଦନା]
୧. ଯେଉଁ ପରି କାମ କରିବ ସେହିପରି ଫଳ ପାଇବା ୧. To reap the fruit of one's actions 'As you sow so you reap'.
୨. ସାହସିକ ବ୍ୟକ୍ତିସୁଲଭ ବା ଅସାଧାରଣ କର୍ମ କରି ଯଶସ୍ୱୀ ହେବା ବା ତହିଁରୁ ନିରାପଦରେ ଉତୁରି ଯିବା — ୨. To do an uncommon or hazardous act and to come out of it successful or safe.