Jump to content

ନିଆଁ ଜମାଇବା

ଉଇକିଅଭିଧାନ‌ରୁ

ନିଆଁ ଜମାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନିଆଁ ଦେବା, ନିଅଁ ପକା(କେ)ଇବା, ନିଁଅ ବାନ୍ଧିବାଅନ୍ୟରୂପ

ଦେଶଜ - କ୍ରି.

[ସମ୍ପାଦନା]
୧. କାନ୍ଥ ଆଦିକୁ ଶକ୍ତ କରିବା ପାଇଁ ମୂଳଭିର୍ତ୍ତିକୁ ଦୃଢ଼ରୂପେ ସ୍ଥାପନ କରିବା —୧. To lay a firm foundation.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ଆରମ୍ଭ ହେବା ଆବସ୍ଥାରେ ତାକୁ ଦୃଢ଼ରୂପେ କରିବା —୨. (figurative) To begin a work on a firm footing.