Jump to content

ନିଆଁ ନଥାଇ ଧୂଆଁ

ଉଇକିଅଭିଧାନ‌ରୁ

ନିଆଁ ନଥାଇ ଧୂଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ନ୍ୟାୟ)

[ସମ୍ପାଦନା]
୧. କାରଣ ନ ଥାଇ କାର୍ଯ୍ୟ ଘଟିବା ରୂପ ଅସମ୍ଭବ ବ୍ୟାପାର — ୧. An improbable thing; like smoke coming out from a place having no fire.
୨. ପୂର୍ବରୁ କୌଣସି ସୂଚନା ନ ଥାଇ ହଠାତ୍ ଘଟିବା ଘଟନା — ୨. The happening of an event without any previous indication.