ନିଆଁ ଲଗାଇବା
ଦେଖଣା
ନିଆଁ ଲଗାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଆଁ ଲଗାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୁଟା କାଠି ଆଦିକୁ ଜଳା— ଇବା —୧. To light a fire; to ignite.
- ୨. ଗୃହ ଆଦିରେ ଅଗ୍ନି ସଂଯୋଗ କରିବା — ୨. To set fire to; to set on fire.
[ଦ୍ରଷ୍ଟବ୍ୟ —ବାଣରେ, ତୋପରେ, ବନ୍ଧୁକରେ, ଚୁଲୀରେ ନିଆଁ ଲଗାଇବା ଶବ୍ଦ ବ୍ୟବହୃତ ହୁଏ ]
- ୩. ପୋଡିବା —୩. To burn.
- ୪. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ପରିବାରରେ ବିବାଦ ବହ୍ନି ଉପୁଜାଇବା —୪. (figurative) To cause unrest in another's family.
- ୫. (ଲକ୍ଷଣାର୍ଥ) ଘୋର ଉପଦ୍ରବ ବା ଜଞ୍ଜାଳର ସୃଷ୍ଟି କରିବା —୫. To cause confusion and ado
- ୬. (ଲକ୍ଷଣାର୍ଥ) ସର୍ବନାଶ ଘଟାଇବା — ୬. (figurative) To cause ruin.