ନିଆଁ ଲାଗା
ଦେଖଣା
ନିଆଁ ଲାଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଆଁ ଲାଗା
|
(ନିଆଁନଗା—ଅନ୍ୟରୂପ)
(ନିଆଁଲାଗୀ—ସ୍ତ୍ରୀ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପୋଡା; ଦଗ୍ଧ —୧. Burnt.
- ୨. (ଗାଳି ବିଶେଷ) ଅଗ୍ନିଦଗ୍ଧ — ୨. Consumed by fire.
- ୩. ଦୁର୍ଦ୍ଦଶାଗ୍ରସ୍ତ; ମନ୍ଦ — ୩. Curshed; damned.
ଏ ନିଆଁଲଗା ଘରେ ରହିବି ନାହିଁ, କି, ତାଟିକୀଳା ମାଡ ସହିବି ନାହିଁ—ଢଗ
- ୪. ଗୃହଦାହକ —୪. Incendiary.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୃହାଦିରେ ଅଗ୍ନି ସଂଯୋଗ କରିବା ଅପରାଧ — Arson; incendiarism.