ନିଆଇବା mdash;
=== ଦେଶଜ - କ୍ରି. (ସଂସ୍କୃତ - ନୀ ଧାତୁ ଣିଜନ୍ତ)
(ନେବା କ୍ରିୟାର ଣିଜନ୍ତରୂପ; The causitive form of 'Nebā')- ଅନ୍ୟଦ୍ୱାରା ନେବା To cause to be taken by another.
ଏ ବାହାରେ ଦ୍ରୌପଦୀ କୁମ୍ଭ ନିଆଇଲା, ସୁଯୋଧନ ସଭା କୂପରେ ପକାଇଲା କୃଷ୍ଣସିଂହ ମହାଭାରତ ବନ