Jump to content

ନିଆଡ଼

ଉଇକିଅଭିଧାନ‌ରୁ

ନିଆଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିରନ୍ତରାଳ)

[ସମ୍ପାଦନା]

ସମ୍ମୁଖ — Front.

ବିଶେଷଣ -

[ସମ୍ପାଦନା]
୧. ନିରନ୍ତରାଳ; ପ୍ରତ୍ୟକ୍ଷ —୧. In front.
୨. (ସଂସ୍କୃତ - ନିକଟ) ନିକଟବର୍ତ୍ତୀ — ୨. Adjacent; near; contiguous.