Jump to content

ନିଆଳୀ

ଉଇକିଅଭିଧାନ‌ରୁ

ନିଆଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନବମାଳିକା; ପ୍ରା. ଣୋମାଳିଆ)

[ସମ୍ପାଦନା]
୧. ବଣମଲ୍ଲୀ — ୧. Jasminum Arborcscens.

[ଦ୍ରଷ୍ଟବ୍ୟ —ଏହା ମଲ୍ଲିକାଦି ବର୍ଗର ବନ୍ୟକ୍ଷୁପ, ଏହି ଗଛ ସିଧା ଓ ଡେଙ୍ଗା, ପତ୍ର ପର୍ଣ୍ଣହୀନ ଓ ନବ ମାଳିକା, ନବମଲ୍ଲିକା ଅଣ୍ଡାକାର ଫୁଲରେ ୭ ଗୋଟି ପାଖୁଡା ଥାଏ; ଫୁଲ ଧଳା ଓ ସୁଗନ୍ଧଯୁକ୍ତ; ଫୁଲ ବସନ୍ତରେ ଫୁଟେ ]

୨. ବନ୍ଦୀ ବ୍ୟକ୍ତିର ଗୋଡ଼ରେ ଦିଆଯିବା ଶିକୁଳୀ — ୨. Chain attached to the legs of prisoners; shackles.