ନିଆ ଦିଆ
ଦେଖଣା
ନିଆ ଦିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଆ ଦିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନେବା ଓ ଦେବା କର୍ମ; ନେଣ ଦେଣ — ୧. Taking and giving.
- ୨. ଆଦାନ ପ୍ରଦାନ — ୨. Giving and receiving.
- ୩. ବେଭାର —୩. Transaction.
- ୪. ବେପାର; ବଣିଜ —୪. Trade.