Jump to content

ନିଉଁଛି ଯିବା

ଉଇକିଅଭିଧାନ‌ରୁ

ନିଉଁଛି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନୁଛିଯିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ନିର୍ମଞ୍ଛନ)

[ସମ୍ପାଦନା]
୧. ମୁଗ୍ଧ ହେବା — ୧. To be charmed.
୨. କୌଣସି ବ୍ୟକ୍ତିକୁ କଲ୍ୟାଣ କରିବା; ନୁଛି ଯିବା —୨. To pour benedictions on a person.
୩. ଶିଶୁମାନଙ୍କ ଭାବୀ ଅମଙ୍ଗଳ କଥକର ଉପରେ ପ଼ଡୁ ବୋଲି କହି ଆଶୀର୍ବାଦ କରିବା —୩. To wish good luck to a child by invoking blessings on the child and by invoking the child's evil on the speaker's own head.