Jump to content

ନିଉଁତା

ଉଇକିଅଭିଧାନ‌ରୁ

ନିଉଁତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନିମନ୍ତ୍ରଣ)

[ସମ୍ପାଦନା]
୧. ବିବାହାଦି ଉତ୍ସବ ଉପଲକ୍ଷରେ ଭୋଜି (ଯହିଁକି ବନ୍ଧୁମାନଙ୍କୁ ଭୋଜନାର୍ଥ ନିମନ୍ତ୍ରଣ କରାଯାଏ); ଖିରୀ ପିଠା —୧. Feast given on the occasion of family ceremonies.
୨. ପାରିବାରିକ ଉତ୍ସବ (ବିବାହ, ବ୍ରତ, କର୍ଣ୍ଣବେଧ ଆଦି) — ୨. Family festivals.