ନିଉଛାଳି
ଦେଖଣା
ନିଉଛାଳି
ଉଚ୍ଚାରଣ
[ସମ୍ପାଦନା](ନିଉଁଛାଣ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନିଉଛାଳି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିର୍ମଞ୍ଛନ)
[ସମ୍ପାଦନା]- ୧. ବନ୍ଦନା — ୧. Act of adoration.
ନଳିନ ଦେଶର ତା ଚରଣ ତଳ ନଉଁଛାଳି ଭଳି ହେବ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ ନ ଗୀତ
- ୨. ପ୍ରଣାମ —୨. Salutation.
ତୋହର ଯଜ୍ଞ କାଳେ ମିଳି ତୋ ପାଦେ କଲି ନିଉଁଛାଳ ଜଗନ୍ନାଥ. ଭାଗବତ
- ୩. ପୂଜା —୩. Worshipping.
- ୪. ଆରତି; ବନ୍ଦାପନା —୪. Act of showing respect by waving a light before a guest.
ପଦ କମଳେ ପରିଚାରୀ ନିତ୍ୟେ କରନ୍ତି ନିଉଛାଳି ଜଗନ୍ନାଥ. ଭାଗବତ
- ୫. ଆଶୀର୍ବାଦ —୫. Benediction.
- ୬. ସାଦର ସମ୍ଭାଷଣ — ୬. Congratulation; welcome.
- ୭. ମାନ୍ୟ ବ୍ୟକ୍ତିଙ୍କୁ ଉପହାର; ଭେଟୀ — ୭. Present given as a token of respect.
- ୮. ରୋଗୀ ଆଦିଙ୍କ ମୁଣ୍ଡ ବା ଦେହରେ ଛୁଆଇଁ କୌଣସି ଧନ ବା ଅଳଙ୍କାରକୁ କୌଣସି ଦେବତାଙ୍କ ନାମରେ ଉତ୍ସର୍ଗ ବା ମାନସିକ କରିବା —୯. The setting apart of a sum of money or ornament for being offered to a Deity in case the patient come's round, by touching the head of a patient with it.