ନିଉଡ଼ବା
ଦେଖଣା
ନିଉଡ଼ବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ନିଃସାରଣ; ନି+ଚ୍ୟବନ)
[ସମ୍ପାଦନା]- ୧. ଇଡ଼ିବା; ଢାଳିବା —୧. To pour out.
ତୁମ୍ଭ ଦୋଷ ପାଇଁ କି ଦେବତା ଅସୁରେ ନିଉଡ଼ନ୍ତି ଘିଅ ସେ ତୁମ୍ଭରି ମୁଣ୍ଡରେ କୃଷ୍ଣସିଂହ. ମହାଭାରତ. ସଭା
- ୨. ଚିପୁଡ଼ିବା —୨. To squeeze out; to wring out juice by pressing.
- ୩. ଛିଞ୍ଚିବା —୩. To spinkle.
ଆନନ୍ଦ ହୋଇ ରଥରୁ ଡେଇଁ ଶିରେ ନିଉଡ଼େ ବାଲି ଭକ୍ତଚରଣ. ମଥୁରା ମଙ୍ଗଳ