ନିଉନ
ଦେଖଣା
ନିଉନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - (ପଦ୍ୟ) ବିଶେଷଣ - (ସଂସ୍କୃତ - ନ୍ୟୂନ)
[ସମ୍ପାଦନା]- ୧. ନ୍ୟୁନ; ଊଣା —୧. Lessened; defective.
ଦିବାକର କରକୁ କରଇ ନିଊନ କୃଷ୍ଣସିଂହ. ମହାଭାରତ ସଭା
- ୨. ଅଳ୍ପ —୨. Little.
- ୩. କମି —୩. Less; wanting.
- ୪. ବିନୀତ —୪. Humble.
- ୫. ହେୟ; ତୁଚ୍ଛ —୫. Insignificant.
- ୬. ଅଳ୍ପତମ —୬. Least.
ଦେଶଜ - ବିଶେଷଣ -
[ସମ୍ପାଦନା]ତେଜୋହୀନତା —Lustrelessness.
ବାଉବବାନଳ ନିଉନ ଭଜେ ପାରାବାରେ ଭଞ୍ଜ. ବୈଦେହୀଶବିଳାସ