ନିଉପରୋଧିଆ
ଦେଖଣା
ନିଉପରୋଧିଆ
ଉଚ୍ଚାରଣ
[ସମ୍ପାଦନା]ନିଉପରୋଧି, ନିଉପ୍ରୋଧ(ଧି), ନିଉପ୍ରୋଧିଆ, ନିଉପ୍ରୋହିଆଅନ୍ୟରୂପ
ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ (ସଂସ୍କୃତ - ନିର୍ ଓ ଉପରୋଧ)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତିର ଚକ୍ଷୁଳଜ୍ଜା ବା ମୋହବତ ମୁଲାହିଜା ନାହିଁ; ଯେଉଁ ଲୋକ ପରର ମନ ରକ୍ଷା କରି କାର୍ଯ୍ୟ କରେ ନାହିଁ; ଅଣାଉପରୋଧିଆ — ୧. Not respecting the feeling of others; unscrupulous.
- ୨. ନିଷ୍କରୁଣ —୨. Unkind.
- ୩. ନିର୍ମମ —୨. Unsympathetic.